30.1 C
Bhubaneswar
Monday, June 16, 2025
Homeଦେଶ ବିଦେଶଦକ୍ଷିଣ କୋରିଆରେ ନୌସେନା ପାଟ୍ରୋଲିଂ ବିମାନ ଦୁର୍ଘଟଣାଗ୍ରସ୍ତ

ଦକ୍ଷିଣ କୋରିଆରେ ନୌସେନା ପାଟ୍ରୋଲିଂ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆରେ ଏକ ନୌସେନା ପାଟ୍ରୋଲିଂ ବିମାନ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ବିମାନର କିଛି ଭଙ୍ଗା ଅଂଶ ଚାରିଆଡେ ବିଚ୍ଚିନ୍ନ ହୋଇପଡିଥିଲା ।  ସ୍ଥାନୀୟ ବାସିନ୍ଦାଙ୍କ ଠାରୁ  ଖବର ପାଇ  ଦକ୍ଷିଣ ପୂର୍ବ ସହର ପୋହାଙ୍ଗରେ ଉଦ୍ଧାର କର୍ମୀ ଓ  ଅଗ୍ନିଶମ  ଗାଡିଗୁଡିକୁ ଘଟଣାସ୍ଥଳକୁ ପଠାଯାଇଥିଲା ।  ପୋହାଙ୍ଗର ନାମ୍ବୁ  ପୋଲିସ ସୂଚନା ଦେଇଛି  ଏହି ଦୁର୍ଘଟଣାରେ କାହାର କିଛି କ୍ଷୟକ୍ଷତି  ହୋଇନାହିଁ ।  ମୃତାହତଙ୍କର କୌଣସି ରିପୋର୍ଟ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking