14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଦକ୍ଷିଣ କାରୋଲିନାରେ ଗୁଳିକାଣ୍ଡ: ୧୧ ଆହତ

ଦକ୍ଷିଣ କାରୋଲିନାରେ ଗୁଳିକାଣ୍ଡ: ୧୧ ଆହତ

ନୂଆଦିଲ୍ଲୀ: ରବିବାର ରାତିରେ  ଦକ୍ଷିଣ କାରୋଲିନରେ  ଏକ ମଝି ରାସ୍ତାରେ  ଗୁଳିକାଣ୍ଡ ଘଟିଛି । ଗୁଳିକାଣ୍ଡରେ ୧୧ ଜଣ ଆହତ ହୋଇଥିବା ସୂଚନା ମିଳିଛି ।  ଏହି ଘଟଣା ରବିବାର ରାତି ପ୍ରାୟ ୯ଟା ୩୦ ସମୟରେ ଇନଷ୍ଟାକୋଷ୍ଟାଲ ୱାଟରୱେ ରେହୋଇଥିଲା । ଏହି ଗୁଳିକାଣ୍ଡ ପ୍ରାୟ ୯୦ ମିନିଟ ଧରି ଚାଲିଥିଲା ।  ଆହତମାନଙ୍କୁ ମେଡିକାଲରେ ଚିକିତ୍ସା କରାଯାଉଛି ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସି ଟିଭି ଫୁଟେଜରେ ଥିବା ଦୃଶ୍ୟକୁ କଏଦ କରି ଅଭିଯୁକ୍ତଙ୍କ  ମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking