32.1 C
Bhubaneswar
Saturday, March 14, 2026
Homeଓଡିଶାଖୋଲା ଅସନ୍ତୋଷ ଝାଡିଲେ ସୋଫିଆ

ଖୋଲା ଅସନ୍ତୋଷ ଝାଡିଲେ ସୋଫିଆ

ଭୁବନେଶ୍ୱର: ଖୋଲା ଅସନ୍ତୋଷ ଝାଡିଲେ ବିଧାୟିକା ସୋଫିଆ ଫିରଦୋସ । ବିଜେଡି ସହ ବୁଝାମଣାକୁ ନେଇ ବିଷୋଦଗାର କଲେ । କହିଲେ ରାଜ୍ୟସଭା ପାଇଁ ଚୟନ ପୂର୍ବରୁ ଆଲୋଚନା ହୋଇନି । ବିଧାୟକମାନଙ୍କ ସହ ଆଲୋଚନା ହୋଇଥିଲେ ଭଲ ହୋଇଥାନ୍ତା । ନୂଆପଡା ଉପନିର୍ବାଚନକୁ ମୋତେ ଡକାଯାଇ ନଥିଲା । ମୋ ନିର୍ବାଚନ ମଣ୍ଡଳୀରେ କାହାକୁ ଯୋଡିଲେ ମୋତେ ଜଣାଉ ନାହାନ୍ତି । ସମର୍ଥନ ଦେବା ନେଇ ଆମ ସହ ପରାମର୍ଶ କରାଯାଇ ନାହିଁ । କଂଗ୍ରେସର ଆଜିର ସ୍ଥିତି କେବଳ ବିଜେଡି ପାଇଁ । ବିଜେଡି ସର୍ବଦା ବିଜେପି ସହ ମିଶିକି ରହି ଆସିଛି । ବିଜେଡିର ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସର ସମର୍ଥନକୁ ନେଇ ପ୍ରଶ୍ନ କଲେ ସୋଫିଆ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking