28.1 C
Bhubaneswar
Sunday, September 29, 2024
Homeଓଡିଶାଶୀଘ୍ର ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସନ ନିଯୁକ୍ତ : ପୃଥ୍ୱୀରାଜ ହରିଚନ୍ଦନ

ଶୀଘ୍ର ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସନ ନିଯୁକ୍ତ : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର : ଖୁବ୍‌ଶୀଘ୍ର ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ସ୍ଥାୟୀ ପ୍ରଶାସକ । ପ୍ରକ୍ରିୟା ଆରମ୍ବ ବୋଇଥିବା କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସରକାରଙ୍କ ପ୍ରଥମ ୧୦୦ ଦିନରେ ଏଜେଣ୍ଡାରେ ଏହା ପ୍ରଧାନ ବିଷୟ । ଯଦିଓ ଶ୍ରୀମନ୍ଦିରରେ କୌଣସି ତ୍ରୁଟି ହୋଇନି, ସ୍ଥାୟୀ ପ୍ରଶାସକ ଆବଶ୍ୟକତା ରହିଛି । ଏନେଇ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବେ କହିଲେ ଆଇନ ମନ୍ତ୍ରୀ ।

ତାରିଣୀ ମନ୍ଦିର ପାଇଁ ଆଉ ୫୦ କୋଟି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking