25.1 C
Bhubaneswar
Sunday, March 16, 2025
Homeଦେଶ ବିଦେଶସଂସଦରେ ରାଷ୍ଟ୍ରପତିଙ୍କୁ ପୋର ଲେଡି କହିଲେ ସୋନିଆ

ସଂସଦରେ ରାଷ୍ଟ୍ରପତିଙ୍କୁ ପୋର ଲେଡି କହିଲେ ସୋନିଆ

ନୂଆଦିଲ୍ଲୀ : ଆଜିଠୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ । ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ସମ୍ବୋଧିତ କରିଛନ୍ତି । ସମ୍ବିଧାନ ନିର୍ମାତାଙ୍କୁ ପ୍ରଣାମ ଜଣାଇ ଅଭିଭାଷଣ ରଖିଥିଲେ ।  ହେଲେ ସଂସଦରେ ରାଷ୍ଟ୍ରପତିଙ୍କୁ ପୋର ଲେଡି କହିଲେ ସୋନିଆ ।  ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ସୋନିଆ ଗାନ୍ଧି  ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ରାଷ୍ଟ୍ରପତିଙ୍କୁ  ପୋର ଲେଡି କହି  ମନ୍ତବ୍ୟ ଦେଲେ ସୋନିଆ ଗାନ୍ଧି । ସୋନିଆଙ୍କ ବିବାଦୀୟ  ମନ୍ତବ୍ୟ ପରେ ସାରା ଦେଶର   ଲୋକମାନେ ପ୍ରତିକ୍ରିୟା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking