25.1 C
Bhubaneswar
Saturday, February 7, 2026
Homeଓଡିଶାପୁଅ ନିଖୋଜ: ଡଙ୍ଗାରୁ ମିଳିଲା ବାପାର ଶବ

ପୁଅ ନିଖୋଜ: ଡଙ୍ଗାରୁ ମିଳିଲା ବାପାର ଶବ

ମହାକାଳପଡା: ମାଛ ଧରିବାକୁ ଯାଇ ପୁଅ ନିଖୋଜ ହୋଇଥିବା ବେଳେ ବାପାର ଶବ ଉଦ୍ଧାର କରାଯାଇଛି । ଡଙ୍ଗା ଭିତରୁ ସନ୍ଦେହଜନକ ଭାବେ ବାପାର ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ବରୁଣେଇ ନଦୀକୁ ମାଛ ଧରିବାକୁ ଯାଇଥିଲେ ବାପା ପୁଅ । ତନ୍ତିଆପାଳ ଶାସନପେଟା ଗାଁର ବାପା ପୁଅ ମାଛ ଧରିବାକୁ ଯାଇଥିଲେ । ଆଜି ମୃତଦେହ ଉଦ୍ଧାର କଲେ  ସାମୁଦ୍ରିକ ଥାନା ପୋଲିସ ଓ ବନ କର୍ମଚାରୀ । ତେବେ ନିଖୋଜ ପୁଅକୁ ଖୋଜାଖୋଜି କରିବା ସହ ବାପାର କିପରି ମୃତ୍ୟୁ ହେଲା ସେନେଇ ତଦନ୍ତ କରୁଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking