ପୁରୀ: ପୁଅର ଫାଉଡା ଚୋଟରେ ମାର ମୃତ୍ୟୁ ହୋଇଛି । ସଦର ଥାନା ସମଗରା ଗାଁରେ ହତ୍ୟାକାଣ୍ଡ ଘଟିଛି । ନିଶାସକ୍ତ ଅବସ୍ଥାରେ ମାଆକୁ ଆକ୍ରମଣ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଛାନଭିନ ଆରମ୍ଭ କରିଛି ।