16.1 C
Bhubaneswar
Thursday, February 5, 2026
Homeଓଡିଶାବୋମା ବିସ୍ଫୋରଣରେ ପୁଅ ମୃତ, ବାପା ଗୁରୁତର

ବୋମା ବିସ୍ଫୋରଣରେ ପୁଅ ମୃତ, ବାପା ଗୁରୁତର

ଭୁବନେଶ୍ୱର: ପାଲଲହଡାରେ ବୋମା ବିସ୍ଫୋରଣ । ବୋମା ବିସ୍ଫୋରଣରେ ପୁଅ ମୃତ , ବାପା ଗୁରୁତର । ସମଲ ଥାନା ଶିପୁର ଗାଁରେ ଘର ପାଖରେ ବୋମା ବିସ୍ଫୋରଣ । ଜନ୍ତୁ ଶିକାର ପାଇଁ ରଖାଯାଇଥିବା  ବୋମା ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଗୁରୁତର  ଅବସ୍ଥାରେ ବାପା ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।ତାଙ୍କ ଚିକିତ୍ସା ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking