31.1 C
Bhubaneswar
Saturday, February 7, 2026
Homeଓଡିଶାପୁଅ ମାଡରେ ଚାଲିଗଲା ମାଆର ଜୀବନ

ପୁଅ ମାଡରେ ଚାଲିଗଲା ମାଆର ଜୀବନ

କେନ୍ଦ୍ରାପଡା: ପୁଅ ମାଡରେ ଚାଲିଗଲା ମାଆର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟମୁଣ୍ଡାଇ ବିଷ୍ଣୁପୁର ଗାଁରେ। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ମନୋଜ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମନୋଜ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରିଥିଲେ। ଏହାଦେଖି ମନୋଜଙ୍କ ମାଆ ଅଟକାଇବାକୁ ଉଦ୍ୟମ କରିଥିଲେ। ଏବଂ ଝଗଡା ସମାଧାନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୁଅ ମାଡରେ ମାଆର ଜୀବନ ଚାଲି ଯାଇଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅ ମନୋଜ ମଲ୍ଲିକଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking