16.1 C
Bhubaneswar
Saturday, December 6, 2025
Homeଓଡିଶାବୃଦ୍ଧ ବାପାକୁ ପିଟିପିଟି ହତ୍ୟା କଲା ପୁଅ

ବୃଦ୍ଧ ବାପାକୁ ପିଟିପିଟି ହତ୍ୟା କଲା ପୁଅ

ମୟୁରଭଞ୍ଜ: ବୃଦ୍ଧ ବାପାଙ୍କୁ ପିଟିପିଟି ହତ୍ୟା କଲା ପୁଅ । ରାସ୍ତାରେ ଘୋଷାଡିଘୋଷାଡି ଠେଙ୍ଗାରେ ପିଟିପିଟି ନିର୍ମମ ହତ୍ୟା କରାଯାଇଛି । ମୟୁରଭଞ୍ଜ ଜିଲ୍ଲା ବଡସାହି  ଥାନା ଟଙ୍କାଶୋଳ ଗାଁରେ ହତ୍ୟାକାଣ୍ଡ ଘଟିଛି । ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି  ପୁଅକୁ ଗିରଫ କରିଛି । ବୃଦ୍ଧ ବାପାଙ୍କ ମୃତ୍ୟୁ ଖବର ଶୁଣି ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking