36.5 C
Bhubaneswar
Saturday, April 26, 2025
Homeଓଡିଶାବାପାକୁ ମାରି ମା’ ହତ୍ୟାର ବଦଲା ନେଲା ପୁଅ

ବାପାକୁ ମାରି ମା’ ହତ୍ୟାର ବଦଲା ନେଲା ପୁଅ

ରାଉରକେଲା: ବାପାକୁ ମାରି ମା’ ହତ୍ୟାର ବଦଲା ନେଲା ପୁଅ । ବ୍ରାହ୍ମଣୀତରଙ୍ଗ ଥାନା ସାମପତରାପାଲି ରାସ୍ତା କଡରେ ଫିଙ୍ଗିଦେଲା । ମୃତକ ହେଉଛନ୍ତି ଭାଲୁପତ୍ରା ଗାଁର । ଅଭିଯୁକ୍ତ ପୁଅ ଥାନାରେ ଅଟକ ରହିଛି । ମା’କୁ ହତ୍ୟା ମାମଲାରେ କିଛି ମାସ ତଳେ ଜେଲରୁ ଫେରିଥିଲେ ବାପା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking