34.1 C
Bhubaneswar
Sunday, April 13, 2025
Homeଓଡିଶାକିଛି ଖେଳ ହୋଇଛି: ବଦ୍ରି ପାତ୍ର

କିଛି ଖେଳ ହୋଇଛି: ବଦ୍ରି ପାତ୍ର

ଭୁବନେଶ୍ୱର: ବିଲ୍‌କୁ ବିରୋଧ କରିବାକୁ ସଭାପତି କହିଥିବା ମୁନା ଖାନ କହିଥିଲେ । ନବୀନ ବାବୁ ଏହାକୁ  ବିରୋଧ କରିବାକୁ  କହିବା ପରେ ଏଭଳଲି କେମିତି ହେଲା । ଏଭଳି କିଭଳି ହେଲା , କିଛି ଖେଳ ହେଇଛି । ଏହା ଚିନ୍ତାର ବିଷୟ । ଏମିତି ଖେଳ କିଏ କଲା ତାହା ଖୋଜା ଚାଲିଛି  କହିଲେ ବଦ୍ରି ପାତ୍ର । ହୁଇପ କାହିଁକି ଜାରି କରାଗଲାନି ତାହା ସନ୍ଦେହରେ ବୋଲି କହିଛନ୍ତି ବଦ୍ରି । କିଛି ଚାପ ପଡିଥାଇପାରେ  ବୋଲି ମଧ୍ୟ ସନ୍ଦେହ କଲେ ବଦ୍ରି ପାତ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking