23.1 C
Bhubaneswar
Tuesday, April 29, 2025
Homeଓଡିଶାଆୟୁଷ୍ମାନରେ ସଫ୍ଟୱେର ଇସ୍ୟୁ: ନିଲାଞ୍ଜନା ମୁଖାର୍ଜୀ

ଆୟୁଷ୍ମାନରେ ସଫ୍ଟୱେର ଇସ୍ୟୁ: ନିଲାଞ୍ଜନା ମୁଖାର୍ଜୀ

ଭୁବନେଶ୍ୱର: ଓଡିଶାରେ  ଆୟୁଷ୍ମାନ ଭାରତ କାଯ୍ୟକାରିତା ବେଳେ  ସଫ୍ଟୱେର ସମସ୍ୟା ଦେଖାଦେଉଛି । ଏନେଇ ହେଲଥ କେୟାର ପ୍ରୋଭାଇଡର୍ସ ରାଜ୍ୟ ସମ୍ପାଦକ  ନିଲାଞ୍ଜନା ମୁଖାର୍ଜୀ ସୁଚନା ଦେଇଛନ୍ତି । ଓଟିପି ଜେନେରେଟ ଟାଇମ ଆଉଟ ସମୟ  ୧୦ ମିନିଟକୁ କମିଛି । ପରିବାରର ପ୍ରତି ହିତାଧିକାରୀଙ୍କ କାର୍ଡ ଅଲଗା ରହିଛି । ଆୟୁଷ୍ମାନ ଯୋଜନାରେ ଇମ୍ଫଲାଣ୍ଟ କ୍ୟାପିଙ୍ଗ ରହିଛି । କ୍ୟାପିଙ୍ଗ ପାଇଁ ହସ୍ପିଟାଲରେ ଟିକେ ସମସ୍ୟା  ରହୁଛି । ରୋଗୀଙ୍କ ଚିକିତ୍ସା ବିଳମ୍ବ ହେଉନି , ପଞ୍ଜୀକରଣ ବିଳମ୍ବ ହେଉଛି । ବିଏସକେୱାଇରେ ପ୍ରି ଆପ୍ରୁଭାଲ ବ୍ୟବସ୍ଥା ଥିଲା । ଆୟୁଷ୍ମାନରେ ତାହା ନାହିଁ ଲିମିଟେଡ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking