17.1 C
Bhubaneswar
Friday, February 6, 2026
Homeଓଡିଶାନାମାଙ୍କନ ଭରିଲେ ସ୍ନେହାଙ୍ଗିନୀ ଛୁରିଆ

ନାମାଙ୍କନ ଭରିଲେ ସ୍ନେହାଙ୍ଗିନୀ ଛୁରିଆ

ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ । ୧୮ରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଉଭୟ ବିଜେପି ଓ କଂଗ୍ରେସ । ବିଜେପିରୁ ନାମାଙ୍କନପତ୍ର ଦାଖଲ କରିଥିଲେ ଢୋଲକିଆ । କଂଗ୍ରେସରୁ ପ୍ରାର୍ଥୀପତ୍ର କରିଛନ୍ତି ଘାସିରାମ ମାଝୀ ।  ା ସୂଚନାଥାଉକି,  ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରୋଲୋକ ପରେ  ଆସନ ଖାଲି ରହିଛି । ଉପନିର୍ବାଚନ ନେଇ  କେଉଁ ଦଳ ବାଜିମାତ ମାରିବ ତାକୁ ଦେଖିବା  ପାଇଁ ସମସ୍ତଙ୍କ ଆଶା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking