ଭୁବନେଶ୍ୱର: ରାଜ୍ୟରେ ସାପ ନେଉଛି ଜୀବନା ୨ ବର୍ଷରେ ସାପ ନେଲାଣି ୧୮୫୯ ଜୀବନ । ଏନେଇ ଗୃହରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଉତ୍ତର ରଖିଛନ୍ତି । ୨୦୨୩ -୨୪ରେ ୧୧୫୦ ଜଣଙ୍କ ମୃତ୍ୟୁ ହୋଇଛି । ୧୦୨୨ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ମିଳିଛି । ୨୦୨୪ – ୨୫ରେ ୭୦୯ ମୃତ୍ୟୁ ହୋଇଛି । ୪୩୫ ପରିବାରକୁ ଅନୁକମ୍ପା ମିଳିଛି ।