21.1 C
Bhubaneswar
Monday, December 8, 2025
Homeଓଡିଶାସ୍ୱାମୀକୁ ସର୍ପାଘାତ: ବିଷ ପିଇଦେଲେ ସ୍ତ୍ରୀ

ସ୍ୱାମୀକୁ ସର୍ପାଘାତ: ବିଷ ପିଇଦେଲେ ସ୍ତ୍ରୀ

କଟକ: ଏକବେରୁଆଁ ଗାଁରେ ସ୍ୱାମୀକୁ ସର୍ପାଘାତ ପରେ ବିଷ ପିଇଦେଲେ ସ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଘଟିଛି । ବିଲକୁ କାମ କରିବାକୁ ଯାଇଥିଲା ବେଳେ ସ୍ୱାମୀକୁ ସର୍ପାଘାତ କରିଛି । ସ୍ଥାନୀୟ ଲୋକେ ଜଗତସିଂହପୁର ମେଡିକାଲ ନେବା ବାଟରେ ସ୍ୱାମୀର ମୃତ୍ୟୁ ହୋଇଛି । ସ୍ୱାମୀର ମୃତ୍ୟୁ ଖବର ଶୁଣି ବିଷ ପିଇଦେଲେ ସ୍ତ୍ରୀ । ତାଙ୍କ ଅବସ୍ଥା ଏବେ ଗୁରୁତର ଥିବା ଜଣାପଡିଛି । ଗୁରୁତର ସ୍ତ୍ରୀକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking