31.7 C
Bhubaneswar
Wednesday, April 8, 2026
Homeଦେଶ ବିଦେଶସ୍ମାର୍ଟ ବଜାର ଆଣିଛି ‘ଫୁଲ୍ ପଇସା ୱସୁଲ ସେଲ୍‌’ ଅଫର୍‌; ୧୫-୧୯ ଅଗଷ୍ଟ ଯାଏ ଅଫର୍‌ର...

ସ୍ମାର୍ଟ ବଜାର ଆଣିଛି ‘ଫୁଲ୍ ପଇସା ୱସୁଲ ସେଲ୍‌’ ଅଫର୍‌; ୧୫-୧୯ ଅଗଷ୍ଟ ଯାଏ ଅଫର୍‌ର ଲାଭ ଉଠାଇପାରିବେ

ନୂଆଦିଲ୍ଲୀ: ସ୍ମାର୍ଟ ବଜାର” ପକ୍ଷରୁ ନିଜ ଗ୍ରାହକଙ୍କ ଉଦ୍ଦେଶ୍ୟରେ ଦେଶବ୍ୟାପୀ ‘ଫୁଲ୍ ପଇସା ୱସୁଲ୍ ସେଲ୍‌’ ଭଳି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରାଯାଇଛି । ଆସନ୍ତା ୧୫ ତାରିଖରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତ, ଦେଶବ୍ୟାପୀ ଥିବା ପ୍ରାୟ ୯୦୦ରୁ ଊର୍ଦ୍ଧ୍ୱ ସ୍ମାର୍ଟ ବଜାର ଷ୍ଟୋର୍‌ଗୁଡିକରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ସୁବିସ୍ତୃତ ତଥା ବ୍ୟାପକ ଉତ୍ପାଦ ମଧ୍ୟରୁ ଅପେକ୍ଷା କୃତ କମ୍ ମୂଲ୍ୟରେ ନିଜ ମନପସନ୍ଦର ସାମଗ୍ରୀ କିଣିନେବାର ନିଆରା ଅନୁଭୂତି ସହ ନିଜ ଗ୍ରାହକଙ୍କୁ କିଛି ଅଧିକ ସଞ୍ଚୟ କରିବାର ଏହା ଏକ ବଡ଼ ସୁଯୋଗ ଦେବ । ସ୍ମାର୍ଟ ବଜାରର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗ୍ରାହକଙ୍କ ମଧ୍ୟରେ ଉତ୍ସାହର ହବ୍‌ରେ ପରିଣତ ହେବ ବୋଲି ଆଶା ପୋଷଣ କରାଯାଉଛି ।
ଚଳିତ ବର୍ଷର ଏହି ଫୁଲ୍ ପଇସା ୱସୁଲ୍ ସେଲ୍‌” କାର୍ଯ୍ୟକ୍ରମ ପୂର୍ବାପେକ୍ଷା ଅଧିକ ବ୍ୟାପକ ଏବଂ ଉନ୍ନତ ହେବ ବୋଲି କର୍ତ୍ତୃପକ୍ଷ ଦର୍ଶାଇଛନ୍ତି । ପଇସା ୱସୁଲ୍ ସେଲ୍ କାର୍ଯ୍ୟକ୍ରମ ବିକ୍ରୟ ବିଭିନ୍ନ ବର୍ଗ ଯଥା, ଖାଦ୍ୟ ସାମଗ୍ରୀ, ଘରର ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଫ୍ୟାଶନ୍ ଆଦି ପର୍ଯ୍ୟନ୍ତ ସମ୍ପ୍ରସାରିତ, ଯାହାକି ସବୁ ବର୍ଗର ହିତାଧିକାରୀଙ୍କ ପାଇଁ କିଛି ନା କିଛି ସୁନିଶ୍ଚିତ କରିଥାଏ । ସର୍ବୋତ୍ତମ ସମ୍ଭାବ୍ୟ ମୂଲ୍ୟ ପ୍ରଦାନ କରିବାକୁ ଏକ ପ୍ରତିବଦ୍ଧତା ସହିତ, ସ୍ମାର୍ଟ ବଜାର ଆପଣଙ୍କୁ ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ରେ ଉଲ୍ଲେଖନୀୟ ସଞ୍ଚୟ ଆଣିଛି, ଯାହା ଆପଣଙ୍କର ସମସ୍ତ ଆବଶ୍ୟକତା ପାଇଁ ଗୋଟିଏ ଛାତ ତଳେ କିଣିବା ପାଇଁ ଏକ ଉପଯୁକ୍ତ ସୁଯୋଗ ପ୍ରଦାନ କରିଥାଏ ।
ହାତଛଡା କରିନହେବା ଭଳି କିଛି ସ୍ୱତନ୍ତ୍ର ଅଫର୍ ସମ୍ପର୍କରେ:
୧. ୫ କିଲୋଗ୍ରାମ ବାସୁମତି ଚାଉଳ + ୩ଲି. ତେଲ କେବଳ ୭୨୫ ଟଙ୍କାରେ
୨. ଜିନ୍ସ: ଗୋଟିଏ ସହ ଗୋଟିଏ ମାଗଣା
୩. ବିସ୍କୁଟ୍‌: ଯେକୌଣସି ୨ଟି ପ୍ୟାକେଟ୍ କିଣନ୍ତୁ, ଅନ୍ୟ ୨ଟି ମାଗଣା ନିଅନ୍ତୁ
୪. ଆଲମଣ୍ଡ୍ ୫୦୦ ଗ୍ରାମ୍‌: କେବଳ ୩୩୯ ଟଙ୍କା
୫. ବ୍ରାଣ୍ଡେଡ୍ ୩ଟି ଟ୍ରଲି ବ୍ୟାଗ୍ ସେଟ୍‌: କେବଳ ୪୯୯୯ ଟଙ୍କାରେ
୬. ୩ ବର୍ଣ୍ଣର ଗ୍ଲାସ୍ ଟପ୍ ଗ୍ୟାସ୍ ଷ୍ଟୋଭ୍‌: କେବଳ ୧୯୯୯ ଟଙ୍କା
୭. ଟୁଥ୍ ପେଷ୍ଟ ଏବଂ ସାବୁନ୍ କିଣା ଉପରେ ସର୍ବନିମ୍ନ ୩୩% ରିହାତି
୮. ସାମ୍ପୁ ବଡ଼ ପ୍ୟାକ୍ ଉପରେ ୫୦୦ ଟଙ୍କା ରିହାତି
୯. ବେଡସିଟ୍‌: ଯେକୌଣସି ଗୋଟିଏ କିଣନ୍ତୁ ଏବଂ ଅନ୍ୟ ୨ଟି ମାଗଣା ପ୍ରାପ୍ତ କରନ୍ତୁ ।
୧୦. ଡିଟର୍ଜେଣ୍ଟ ୩୩% ପର୍ଯ୍ୟନ୍ତ ରିହାତି
ଏପ୍ରକାର ଅଫର୍‌ର ସୁଯୋଗ ହାତଛଡା କରନ୍ତୁ ନାହିଁ ।  ଫୁଲ୍ ପଇସା ୱସୁଲ୍ ସେଲ୍‌”ର ଲାଭ ଉଠାଇବା ପାଇଁ ୧୫ ରୁ ୧୯ ଅଗଷ୍ଟ ମଧ୍ୟରେ ଆପଣଙ୍କର ନିକଟତମ ସ୍ମାର୍ଟ ବଜାର ପରିଦର୍ଶନ କରନ୍ତୁ । ଏବେ ‘ସ୍ମାର୍ଟ କିଣିବା ଏବଂ ବଡ ସଞ୍ଚୟ’ କରିବାର ସମୟ ଆସିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking