27.1 C
Bhubaneswar
Tuesday, July 15, 2025
Homeଓଡିଶାବାଲେଶ୍ୱରରେ ସ୍ଥିତି ନିୟନ୍ତ୍ରଣାଧୀନ: ମନ୍ତ୍ରୀ

ବାଲେଶ୍ୱରରେ ସ୍ଥିତି ନିୟନ୍ତ୍ରଣାଧୀନ: ମନ୍ତ୍ରୀ

ଭୁବନେଶ୍ୱର: ବାଲେଶ୍ୱରରେ ବନ୍ୟା  ସ୍ଥିତି ନିୟନ୍ତ୍ରଣାଧୀନ ରହିଛି କହିଛନ୍ତି ସୁରେଶ ପୂଜାରୀ  ା  ବିନା ବର୍ଷାରେ  ବାଲେଶ୍ୱର ଓ ମୟୂରଭଞ୍ଜରେ ବନ୍ୟା ।  ବନ୍ୟାର କାରଣ ଝାଡଖଣ୍ଡରେ ଥିବା ଡ୍ୟାମ  । ଆଂଶିକ ବାବେ ଦୁଇ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ଜିଲ୍ଲାପାଳଙ୍କ ସହ ବିଭାଗ ନିୟମିତ ଯୋଡି ହୋଇ ରହିଛି । ପାଣି ନିଷ୍କାସନ ନହେବା ଯାଏଁ କ୍ଷୟକ୍ଷତି ରିପୋର୍ଟ ଦେଇ ହେବନି । କ୍ଷୟକ୍ଷତିର ପ୍ରାଥମିକ ଆକଳନ ସହାୟତା ଦିଆଯିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking