28.1 C
Bhubaneswar
Wednesday, June 11, 2025
Homeଦେଶ ବିଦେଶସିକ୍କିମ ଦୁର୍ଘଟଣା: ବିଜେପି ନେତ୍ରୀ ନିଖୋଜ!

ସିକ୍କିମ ଦୁର୍ଘଟଣା: ବିଜେପି ନେତ୍ରୀ ନିଖୋଜ!

ନୂଆଦିଲ୍ଲୀ: ସିକ୍କିମ ଦୁର୍ଘଟଣାରେ ଓଡିଶାର ବିଜେପି ନେତ୍ରୀ  ନିଖୋଜ । ଯାଜପୁର ରୋଡ ଅଞ୍ଚଳର ବିଜେପି ନେତ୍ରୀ ଇତିଶ୍ରୀ ଜେନା ନିଖୋଜ ଅଛନ୍ତି । ପରିବାର ସହ ବୁଲିବାକୁ ଯାଇଥିବା ବେଳେ ଦୁର୍ଘଟଣାରେ ନିଖୋଜ ହୋଇଥିବା ସୂଚନା ମିଳିଛି । ସିକ୍କିମ ତିସ୍ତା ନଦୀରେ ଗାଡି ଦୁର୍ଘଟଣା ହେବାରୁ ନିଖୋଜ ହୋଇଥିବା ସୂଚନା ମିଳିଛି ।  ସୂଚନା ଥାଉକି, ୧୦୦୦ ଫୁଟ ତଳକୁ ଖସି ଜଣଙ୍କର ମୃତ୍ୟୁ ହହୋଇଥିବା ବେଳେ ୯ ଜଣ ନିଖୋଜ ଅଛନ୍ତି । ନିଖୋଜମାନେ ପଶ୍ଚିମବଙ୍ଗ ଏବଂ ଓଡିଶାର ହୋଇଥିବା ସୂଚନା ମିଳିଛି । କାରରେ ମୋଟ ୧୧ ଜଣ ସିକିମ ବୁଲିବା ପାଇଁ ଯାଇଥିଲେ । ତେବେ ଗ୍ୟାଙ୍ଗଟକରୁ ଫେରିବା ବେଳେ  ଗତକାଲି ରାତି ପ୍ରାୟ ୯ଟାରେ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking