24.1 C
Bhubaneswar
Friday, February 27, 2026
Homeଓଡିଶାଏସଆଇ ସ୍କାମ୍‌: ବିହାରରୁ ଜଣେ ଗିରଫ

ଏସଆଇ ସ୍କାମ୍‌: ବିହାରରୁ ଜଣେ ଗିରଫ

ଭୁବନେଶ୍ୱର: ପୋଲିସ ଏସଆଇ ସ୍କାମ୍‌ ପଛରେ ସାମ୍ନାକୁ ଆସିଲା ଆନ୍ତଃରାଜ୍ୟ ଲିଙ୍କ୍‌। ବିହାରରେ ଜଣେ ଅଭିଯୁକ୍ତକୁ ଗିରଫ କଲା ସିବିଆଇ। ଗିରଫ ଅଭିଯୁକ୍ତ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆସୁଛି। ସିବିଆଇ ତଦନ୍ତ ଦାୟିତ୍ବ ନେବା ପରେ ଚତୁର୍ଥ ଗିରଫଦାରି। ସକାଳେ ଏହି ମାମଲାରେ ଏସଏସବି ଯବାନଙ୍କ ସମେତ ୨ ଗିରଫ କରିଥିଲା ସିବିଆଇ। ଏସଏସବି ଯବାନ ଅର୍ଜୁନ ନାୟକକୁ ଗିରଫ କରିବା ସହ ଅଭିଯୁକ୍ତ ବିରଞ୍ଚିଙ୍କ ସହଯୋଗୀ ନିମାଇଁ ସାହୁକୁ ମଧ୍ୟ ଗିରଫ କରିଥିଲା ସିବିଆଇ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking