19.1 C
Bhubaneswar
Friday, December 5, 2025
Homeଓଡିଶାଏସଆଇ ସ୍କାମ: ଦୀଘା ମଡେଲର ମାଷ୍ଟରମାଇଣ୍ଡ ଗିରଫ

ଏସଆଇ ସ୍କାମ: ଦୀଘା ମଡେଲର ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ  ଆଜି ମାଷ୍ଟରମାଇଣ୍ଡକୁ ଗିରଫ କରିଛି ସିବିଆଇ ।  ଦୀଘା ମଡେଲ ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକକୁ  ପାରଳାଖେମୁଣ୍ଡିରୁ ଉଠାଇ  ଆଣିଛି ସିବିଆଇ ।  ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ସିବିଆଇ ତଦନ୍ତ କରୁଥିବା ବେଳେ ଆକ୍ସନ ନେଇଛି ।  ପୂର୍ବରୁ ଏସଆଇ  ପରୀକ୍ଷା ଜାଲିଆତି ମାମଲାରେ କିଛି  ପରୀକ୍ଷାର୍ଥୀଙ୍କୁ  ଜରା କରିଥିଲା ସିବିଆଇ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking