21.1 C
Bhubaneswar
Monday, February 2, 2026
Homeଓଡିଶାଏସଆଇ କେଳେଙ୍କାରୀ: ସିବିଆଇ ଚାର୍ଜସିଟ୍‌ରେ କୋଲକାତା ଲିଙ୍କ୍‌

ଏସଆଇ କେଳେଙ୍କାରୀ: ସିବିଆଇ ଚାର୍ଜସିଟ୍‌ରେ କୋଲକାତା ଲିଙ୍କ୍‌

ଭୁବନେଶ୍ୱର: ଏସ୍‌ଆଇ କେଳେଙ୍କାରୀ ମାମଲା । ୬୮ ପୃଷ୍ଠାର ସିବିଆଇ ଚାର୍ଜସିଟ୍‌ରେ ଲୁଚିଛି ସତ । କୋଲକତା କମ୍ପାନିର ଚଞ୍ଚକତା ବାବଦରେ ମିଳିଛି ତଥ୍ୟ । ଏକ କଳା ତାଲିକାଭୁକ୍ତ ସଂସ୍ଥାକୁ ପରୀକ୍ଷା ଦାୟିତ୍ୱ ଦିଆଯାଇଥିଲା ପରୀକ୍ଷା ପରିଚାଳନା ଦାୟିତ୍ୱ ଦେଇଥିଲା ଓପିଆରବି । ମାର୍ଚ୍ଚ ୨୫ରେ ଦୀଘା ମୋଡେଲରୁ ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ପ୍ରଶ୍ନପତ୍ର ଲିକ୍ ପରେ ବନ୍ଦ ହୋଇଥିଲା ପରୀକ୍ଷା । ଦୀଘା ମୋଡେଲର ମାଷ୍ଟରମାଇଣ୍ଡ ଥିଲା ଅରବିନ୍ଦ ଦାସ । ଅରବିନ୍ଦର ଦୁଇ ସହେଯାଗୀ ଥିଲେ ବିରଞ୍ଚି ଓ ନିମାଇଁ । ପରୀକ୍ଷାର୍ଥୀଙ୍କୁ ଦେଇଥିଲେ ପ୍ରେଭିଜନାଲ୍ ଆଜମିଟ୍ କାର୍ଡ । ଚାର୍ଜସିଟ୍‌ରେ ରହିଛି ୧୬ ଅଭିଯୁକ୍ତଙ୍କ ନାଁ । କିନ୍ତୁ ଏହି ଚାର୍ଜସିଟ୍ ରୁ ବାଦ୍ ପଡିଛି ଅଭିଯୁକ୍ତ ଅମିତ ଭାରତୀର ନାଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking