21.1 C
Bhubaneswar
Friday, December 19, 2025
Homeଓଡିଶାଏସଆଇ ପରୀକ୍ଷା ସ୍କାମ: ଜାନୁଆରୀରେ ଜାମିନ ଶୁଣାଣି

ଏସଆଇ ପରୀକ୍ଷା ସ୍କାମ: ଜାନୁଆରୀରେ ଜାମିନ ଶୁଣାଣି

ଭୁବନେଶ୍ୱର: ଏସଆଇ ପରୀକ୍ଷା ସ୍କାମରେ ଅଭିଯୁକ୍ତଙ୍କ ଜାମିନ ଆବେଦନ ସମ୍ପର୍କିତ ମାମଲା । ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି ସମେତ ୭ ଜଣଙ୍କ ଜାମିନ ଆବେଦନ ଶୁଣାଣି । ମାମଲାରେ ପ୍ରଥମ ଥର ପାଇଁ ସମ୍ପୃକ୍ତ ହେଲେ ସିବିଆଇ ଓକିଲ । ଜାନୁୟାରୀର ଦ୍ୱିତୀୟ ସପ୍ତାହରେ ହାଇକୋର୍ଟରେ ପରବତ୍ତୀ ଶୁଣାଣି ହେବ । ସୂଚନାଥାଉକି, ଆଜି ୪ ଦିନିଆ ରିମାଣ୍ଡରେ ଯାଇଥିଲେ ଶଙ୍କର, ସୁରେଶ, ସାଗର ।ଝାରପଡ଼ା କାରାଗାରରୁ ୩ ଜଣଙ୍କୁ ନେଇ ପଚରାଉଚରା କରିଛି ତଦନ୍ତକାରୀ ସଂସ୍ଥା। ଏହି ୩ ଅଭିଯୁକ୍ତ ଏସ୍ଆଇ ଅନିୟମିତତାର ମୁଖ୍ୟ କାର୍ପଟଦାର ବୋଲି ଦର୍ଶାଇଛି ସିବିଆଇ । ବିଶେଷ କରି ଶଙ୍କର ଠାରୁ ହଜାରେ କୋଟି ଟଙ୍କା ଡିଲ୍, ପ୍ରଚ୍ଛଦପଟରେ ଥିବା ବ୍ୟକ୍ତିଙ୍କ ଭୂମିକା କଣ ଥିଲା ତାହା ଜାଣିବା ପାଇଁ CBI ଯୋଜନା କରିଛି । ସେହିଭଳି ଅନ୍ୟ ଦଲାଲଙ୍କ ଠାରୁ ସଂଗ୍ରହ କରିଥିବା ତଥ୍ୟକୁ ନେଇ ଶଙ୍କର ଲାଗି ଅଡୁଆ ବଢ଼ିବା ସହ ସେ ପେସାଦାର ଅପରାଧୀ ବୋଲି ସିବିଆଇ ଅଦାଲତରେ ଦର୍ଶାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking