25.1 C
Bhubaneswar
Saturday, February 14, 2026
Homeଓଡିଶାନବୀନଙ୍କ ନୂଆପଡା ଗସ୍ତକୁ ନେଇ ପୁଣି ଶ୍ରୀମୟୀଙ୍କ ସମାଲୋଚନା

ନବୀନଙ୍କ ନୂଆପଡା ଗସ୍ତକୁ ନେଇ ପୁଣି ଶ୍ରୀମୟୀଙ୍କ ସମାଲୋଚନା

ଭୁବନେଶ୍ୱର: ନବୀନଙ୍କ ନୂଆପଡା ଗସ୍ତକୁ ନେଇ ଶ୍ରୀମୟୀ ମିଶ୍ରଙ୍କ ସମାଲୋଚନା । ନବୀନଙ୍କୁ ୨ ପିଏସଓ ହାତ ଧରି ନେଉଥିବା ଭିଡିଓ ପୋଷ୍ଟ କରି ଟାର୍ଗେଟ କଲେ । କହିଲେ , ଯଦି ନବୀନଙ୍କ ପୁଅ ଥାଆନ୍ତେ, ସେକଣ ତାଙ୍କ ଅସୁସ୍ଥ ବାପାଙ୍କୁ  ଏଭଳି ଅବସ୍ଥାରେ କେବଳ ପ୍ରଚାର ପାଇଁ ବାହାରକୁ ଛାଡିଥାଆନ୍ତେ । ଆମ ଭିତରୁ କେହି ବି ପୁଅ ଝିଅ ବାପାମାଆଙ୍କୁ ଏଭଳି ଛାଡିଥାଆନ୍ତେ ? କେବଳ ରାଜନୀତି ନୁହେଁ, ମାନବିକତା, ପ୍ରେମ ଓ ସମ୍ମାନରେ ବି ଆମେ ଗୁରୁଜନଙ୍କ ପ୍ରତି ଋଣୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking