17.1 C
Bhubaneswar
Wednesday, February 4, 2026
Homeଓଡିଶାସଭାପତି ସୁର ରାଉତରାୟଙ୍କୁ ସୋ କଜ୍‌

ସଭାପତି ସୁର ରାଉତରାୟଙ୍କୁ ସୋ କଜ୍‌

ଭୁବନେଶ୍ୱର: ଇନ୍ଦିରା ଗାନ୍ଧି ସ୍ମାରକୀ ଆୟୁର୍ବେଦିକ ମେଡିକାଲ୍‌ କଲେଜକୁ ସୋ କଜ୍‌ ନୋଟିସ ଜାରି କରାଯାଇଛି। କଲେଜର ସଭାପତି ସୁରେଶ କୁମାର ରାଉରତରାୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। କାରଣ ଦର୍ଶାଅ ନୋଟିସ୍‌ ଜାରି କଲା ସାଧାରଣ ପ୍ରଶାସନ ବିଭାଗ। ଭୁବନେଶ୍ବର ପୋଖରୀପୁଟ ମୌଜାରେ ଥିବା କଲେଜ ପାଇଁ ନୋଟିସ୍‌ ଜାରି କରିଛି। ଲିଜ ନିୟମର ଉଲ୍ଲଙ୍ଘନ କରି ବାଣିଜ୍ୟିକ କାର୍ଯ୍ୟରେ ଲାଗିଥିବା ଅଭିଯୋଗ ହୋଇଛି। ୧୫ ଦିନ ଭିତରେ କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୫ ଦିନ ଭିତରେ ଉତ୍ତର ନ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking