26.1 C
Bhubaneswar
Sunday, January 18, 2026
Homeଓଡିଶାଶ୍ରମ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଶ୍ରମ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଜଗତସିଂହପୁର: ପଦାରେ ପଡିଲା ଶ୍ରମ କାର୍ଯ୍ୟାଳୟରେ ଲାଞ୍ଚ କାରବାର । ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ କାରଣ ଦର୍ଶାଅ ନୋଟିସ୍ । ୨ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଶ୍ରମ ଅଧିକାରୀ ସ୍ମୃତିରେଖା ନାୟକଙ୍କୁ ନୋଟିସ୍ ଜାରି କରାଯାଇଛି । ଏନଏସକେୱାଇରେ ହିତାଧିକାରୀଙ୍କୁ ଲାଞ୍ଚ ମାଗିଥିଲେ ଶ୍ରମ ଅଧିକାରୀ । ହିତାଧିକାରୀଙ୍କୁ ଟଙ୍କା ଦାବି କରିବାର ଅଡିଓ ଭାଇରାଲ୍ ହୋଇଥଲା । ଲାଞ୍ଚ ମାଗିବାର ଅଡିଓ ଭାଇରାଲ୍ ହେବା ପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking