ଭୁବନେଶ୍ୱର: ଶେଖ ବ୍ରାଉନସୁଗାର ଚାଲାଣ କରୁଥିଲା । ଏନକାଉଣ୍ଟରକୁ ନେଇ ପୁଲିସ କମିଶନର ଏସ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି । ନିଶା ମାଫିଆ ଶେଖକୁ ଏନକାଉଣ୍ଟର ହୋଇଛି । ଝାରପଡା ପୁରୀ – ବାଇପାସରେ ଶେଖ ର ଘର । ଶେଖ ଠାରୁ ଜବତ ହୋଇଛି ବ୍ରାଉନସୁଗାର । ରାଜ୍ୟ ଓ ରାଜ୍ୟ ବାହାରୁ ବ୍ରାଉନସୁଗାର ଚାଲାଣ କରୁଥିଲା । ଲାଲବାଗ , ବାଲିଅନ୍ତା ଓ ବଡଗଡ ଥାନାରେ ମାମଲା ହୋଇଛି । ନେପାଳ ଓ ପଶ୍ଚିମବଙ୍ଗରେ ତାର ନେଟୱର୍କ ରହିଛି ।