33.1 C
Bhubaneswar
Wednesday, March 18, 2026
Homeଓଡିଶାକୋର୍ଟରେ ଶଙ୍କର ପୃଷ୍ଟି

କୋର୍ଟରେ ଶଙ୍କର ପୃଷ୍ଟି

ବ୍ରହ୍ମପୁର: କୋର୍ଟରେ ହାଜର ହେଲେ ଶଙ୍କର ପୃଷ୍ଟି। ସୁରେଶ ନାୟକଙ୍କୁ ମଧ୍ୟ କୋର୍ଟରେ ହାଜର କରାଗଲା। ଜେଏମ୍‌ଏଫ୍‌ସି ଗ୍ରାମାଞ୍ଚଳଙ୍କ ଆବାସିକ କକ୍ଷରେ ହାଜର କରାଯାଇଛି। ପୁଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ ଶନିବାର ନେପାଳ ସୀମାରୁ ଗିରଫ ହୋଇଥିଲା ଶଙ୍କରଗତକାଲି କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ସୁରେଶକୁ କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ସାମ୍ନାସାମ୍ନି ଜେରା କରାଯାଇଥିଲା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking