26.1 C
Bhubaneswar
Friday, April 3, 2026
Homeଓଡିଶାରାଉରକେଲାରେ ଲଜ୍ଜା

ରାଉରକେଲାରେ ଲଜ୍ଜା

ରାଉରକେଲା : ନାବାଳିକା ଝିଅକୁ ଗଣଦୁଷ୍କର୍ମ  କରିଥିବା ନେଇ ଅଭିଯୋଗ ହୋଇଛି । ଏହି ଗଣଦୁଷ୍କର୍ମ ଅଭିଯୋଗରେ  ୩ ଜଣଙ୍କୁ  ଗିରଫ କରିଛି ପୋଲିସ ।  ୨ ଅଭିଯୁକ୍ତଙ୍କ ଘର ବିଶ୍ରା ଅଞ୍ଚଳରେ ଜଣା ପଡିଛି । ଅନ୍ୟ ଅଭିଯୁକ୍ତଙ୍କ ଘର ରାଉରକେଲା ସହରରେ ଜଣାପଡିଛି ।ନାବାଳିକା ଜଣଙ୍କ ଘରୁ ଝଗଡା କରି ପଳାଇ ଆସିଥିଲେ । ନାବାଳିକାଙ୍କ ଘର ଉଦିତନଗରରେ ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking