20.1 C
Bhubaneswar
Saturday, December 6, 2025
Homeଓଡିଶାରାଜଧାନୀରେ ସେକ୍ସ ରାକେଟ ରେଡ

ରାଜଧାନୀରେ ସେକ୍ସ ରାକେଟ ରେଡ

ଭୁବନେଶ୍ବର: ଭୁବନେଶ୍ବରର ୟୁନିଟ-୪ ଅଞ୍ଚଳରେ ନାବାଳିକାଙ୍କୁ ସେକ୍ସ ରାକେଟରେ ଲଗାଇବା ଘଟଣା । ସମ୍ପୃକ୍ତ ହୋଟେଲରେ ପୋଲିସର ଚଢ଼ାଉ । ଗତକାଲି ଦଲାଲକୁ ଗିରଫ କରିବା ସହ ଢେଙ୍କାନାଳର ନାବାଳିକା ପୀଡିତା ଜଣଙ୍କୁ ଉଦ୍ଧାର କରିଥିଲା ଖାରବେଳ ନଗର ଥାନା ପୋଲିସ । ଏକ ସୋ ରୁମରେ ରିସେପ୍ସନିଷ୍ଟ ଚାକିରି ଦେବା ଆଳରେ ନାବାଳିକାଙ୍କୁ ଭୁବନେଶ୍ୱର ଆଣିଥିଲା ଦଲାଲ । ଏକ ହୋଟେଲରେ ରଖି ଅନୈତିକ କାର୍ଯ୍ୟରେ ଲିପ୍ତ ପାଇଁ ଡିଲ କରୁଥିଲେ । ଦଲାଲର କାରନାମା ଜାଣି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ପୋଲିସକୁ ଖବର ଦେଇଥିଲେ ନାବାଳିକା । କମିଶନରେଟ ପୋଲିସ ଖବର ପାଇ ରେଡ କରି ନାବାଳିକାକୁ ଉଦ୍ଧାର କରିଥିଲା ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking