14.1 C
Bhubaneswar
Monday, January 12, 2026
Homeଦେଶ ବିଦେଶଉତ୍ତର ଭାରତରେ ପ୍ରବଳ ଥଣ୍ଡା: ତାପମାତ୍ରା ୫ଡିଗ୍ରୀକୁ ହ୍ରାସ

ଉତ୍ତର ଭାରତରେ ପ୍ରବଳ ଥଣ୍ଡା: ତାପମାତ୍ରା ୫ଡିଗ୍ରୀକୁ ହ୍ରାସ

ନୂଆଦିଲ୍ଲୀ: ଉତ୍ତର ଭାରତରେ ପ୍ରବଳ ଥଣ୍ଡା । ଜାନୁଆରୀ ଦ୍ୱିତୀୟ ସପ୍ତାହରେ ରାଜଧାନୀ ଦିଲ୍ଲୀରେ ଥଣ୍ଡା ପବନର ପ୍ରଭାବ ଜାରି ରହିବ । ଜାନୁଆରୀ ୮ ତାରିଖରେ ଗୁରୁବାର ଦିନ ରାଜଧାନୀ ଦିଲ୍ଲୀରେ ସର୍ବନିମ୍ନ ତାମାତ୍ରା ୫ ଡିଗ୍ରୀ ସେଲସିୟସ ଏବଂ ସର୍ବାଧିକ ତାପମାତ୍ରା ୧୮ ଡିଗ୍ରୀ ସେଲିୟସ ରହିବ ବୋଲି ଆଶା କରାଯାଉଛି । ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀରେ ପ୍ରବଳ ଥଣ୍ଡା ଜାରି ରହିବ । ଅନେକ ଅଞ୍ଚଳରେ କୁହୁଡି ମଧ୍ୟ ରହିବ । ସକାଳେ ଦୃଶ୍ୟମାନ୍ୟତା କମ ଥିବାରୁ ଗାଡି ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସକାଳର ତାପମାତ୍ରା ୫ରୁ ୭ ଡିଗ୍ରୀ ସେଲସିୟସ ଏବଂ ଅପରାହ୍ନର ତାପମାତ୍ରା ୧୬ରୁ ୧୮ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking