21.1 C
Bhubaneswar
Monday, February 2, 2026
Homeଓଡିଶାକାର୍‌ରେ ସିରିଜ୍ ଦୁର୍ଘଟଣା: ୨୫ ଆହତ

କାର୍‌ରେ ସିରିଜ୍ ଦୁର୍ଘଟଣା: ୨୫ ଆହତ

ପାଲଲହଡା: ତାଳଚେରରେ ଘଟିଛି ଏକ ବଡ ସିରିଜ୍ ଦୁର୍ଘଟଣା । ଜଣଙ୍କ ପରେ ଜଣଙ୍କୁ ଧକ୍କା ଦେଲା କାର୍ । ତାଳଚେର ଗଣେଶ ପୂଜା ନିକଟରେ ଧକ୍କାଦେଲା କାର୍ । ଏହି ଭୟଙ୍କର ଦୁର୍ଘଟଣାରେ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସ ପହଞ୍ଚି କାର୍‌କୁ ଜବତ କରି ଚାଳକକୁ ଅଟକ ରଖିଛି । ତେବେ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ଚାଳକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking