17.1 C
Bhubaneswar
Monday, December 22, 2025
Homeଓଡିଶାରାଜଧାନୀରେ ସିରିଜ ଦୁର୍ଘଟଣା

ରାଜଧାନୀରେ ସିରିଜ ଦୁର୍ଘଟଣା

ଭୁବନେଶ୍ୱର :ରାଜଧାନୀ ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା ଘଟିଛି । ଡମଣାରୁ ଶୈଳେଶ୍ରୀବିହାର ରାସ୍ତାରେ ଦୁର୍ଘଟଣା ହୋଇଛି । ୩ଟି ବାଇକ ଓ କାରକୁ ପିଟିଛି ଅନ୍ୟ ଏକ କାର । ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ପରିସ୍ଥିତି ଉତ୍ତେଜନା ଦେଖାଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking