19.1 C
Bhubaneswar
Tuesday, December 9, 2025
Homeଓଡିଶାପୂର୍ତ୍ତବିଭାଗ ମନ୍ତ୍ରୀଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା ଦିଲୀପ ରାୟ

ପୂର୍ତ୍ତବିଭାଗ ମନ୍ତ୍ରୀଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା ଦିଲୀପ ରାୟ

ଭୁବନେଶ୍ୱର: ପୂର୍ତ୍ତବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା ଦିଲୀପ ରାୟ । ରାଉରକେଲାରେ ଗ୍ଲାସ ବ୍ରିଜ୍, ଝୁଲା ବ୍ରିଜ ଓ ରିଂ ରୋଡ ନେଇ ଆଲୋଚନା ହୋଇଛି । ଦୁର୍ଗା ପୂଜା ସୁଦ୍ଧା ବ୍ରିଜ କାମ ଆରମ୍ଭ ହେବ ବୋଲି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଏହାସହ ଓଡ଼ିଶାର ବିକାଶମୂଳକ କାର୍ଯ୍ୟ ନେଇ ମଧ୍ୟ ସେ ଆଲୋଚନା କରିଛନ୍ତି। ହେଲେ ରାଜ୍ୟସଭା ଯିବା ନେଇ ଚାଲିଥିବା ଚର୍ଚ୍ଚାକୁ ଏଡ଼ାଇ ଦେଇଛନ୍ତି ଦିଲ୍ଲୀପ ରାୟ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking