24.1 C
Bhubaneswar
Friday, March 6, 2026
Homeଓଡିଶାସେଲ୍‌‌ଫି ହେଲା କାଳ, ଡ୍ୟାମରେ ବୁଡ଼ି ୨ ନିଖୋଜ

ସେଲ୍‌‌ଫି ହେଲା କାଳ, ଡ୍ୟାମରେ ବୁଡ଼ି ୨ ନିଖୋଜ

ଲମତାପୁଟ: ସେଲ୍‌‌ଫି ହେଲା କାଳ, ଡ୍ୟାମରେ ବୁଡ଼ି ୨ ନିଖୋଜ ହୋଇଥିବା ସୂଚନା ମିଳିଛି। ଜଲାପୁଟ ଡ୍ୟାମ ତଳପାଶ୍ୱର୍ରେ ଡଙ୍ଗାରେ ଚଢ଼ି ସେଲଫି ନେବାବେଳେ ଉଭୟ ଖସି ଯାଇଥିଲେ। ଡଙ୍ଗାରୁ ଖସି ଯିବା ପରେ ଉଭୟ ଯୁବକ ଡ୍ୟାମର ଗଭୀର ଜଳରାଶିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ୨ଜଣ ଯୁବକ ଡଙ୍ଗାରୁ ଖସିଯାଇ ଡ୍ୟାମରେ ବୁଡ଼ି ଯାଇଥିବା ଜାଣିବା ପରେ ଖୋଜାଖୋଜି ଆରମ୍ଭ କରିଛନ୍ତି। ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି। ତେବେ ଡ୍ୟାମରେ ବୁଡ଼ିଯାଇ ନିଖୋଜ ହୋଇଥିବା ୨ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking