14.1 C
Bhubaneswar
Sunday, December 7, 2025
Homeଓଡିଶାକ୍ୟାପିଟାଲ ହସ୍ପିଟାଲରେ ସୁରକ୍ଷା କର୍ମୀଙ୍କ ଧାରଣା

କ୍ୟାପିଟାଲ ହସ୍ପିଟାଲରେ ସୁରକ୍ଷା କର୍ମୀଙ୍କ ଧାରଣା

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ  ସୁରକ୍ଷା କର୍ମୀଙ୍କ ଧାରଣା । ସିକ୍ୟୁରିଟି ଗାର୍ଡଙ୍କୁ ମାଡମରା ଘଟଣାରେ  ପ୍ରତିବାଦ କରିଛନ୍ତି ।  ଗତକାଲି ଶିଶୁ ମୃତ୍ୟୁକୁ ନେଇ  ଅଟୋ ଚାଳକଙ୍କ ଆନ୍ଦୋଳନ ବେଳେ ଆକ୍ରମଣ କରିଥିବା ଅଟୋ ଚାଳକଙ୍କ ଗିରଫ ଦାବି କରିଛନ୍ତି ସୁରକ୍ଷାକର୍ମୀ ।  ୟୁନିଫର୍ମ ପିନ୍ଧିଲେ  ଭୟ ଲାଗୁଥିବା କହିଛନ୍ତି  କ୍ୟାପିଟାଲ ହସ୍ପିଟାଲର ସୁରକ୍ଷାକର୍ମୀ । ଗତକାଲି ଶିଶୁ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।  ମୃତ ଶିଶୁଙ୍କ ପରିବାର ଲୋକେ ଆନ୍ଦୋଳନ କରିଥିଲେ ।  ମୃତ ଶିଶୁଙ୍କ ବାପା ଅଟୋ ଡ୍ରାଇଭର ହୋଇଥିବାରୁ   ଅନ୍ୟ ଅଟୋ ଡ୍ରାଇଭରମାନେ  ବି ଆନ୍ଦୋଳନ କରିଥିଲେ ।  ଅଟୋ ଚାଳକଙ୍କ ଆନ୍ଦୋଳନ ବେଳେ ଆକ୍ରମଣ କରିଥିବା ଅଟୋ ଚାଳକଙ୍କ ଗିରଫ ଦାବି କରିଛନ୍ତି ସୁରକ୍ଷାକର୍ମୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking