33.1 C
Bhubaneswar
Thursday, February 26, 2026
Homeଖେଳଦ୍ୱିତୀୟ ଟି-୨୦: ବୋଲିଂ କରିବ ଭାରତ

ଦ୍ୱିତୀୟ ଟି-୨୦: ବୋଲିଂ କରିବ ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁର ଷ୍ଟାଡିୟମରେ ଖେଳାଯାଉଛିଏହି ଷ୍ଟାଡିୟମରେ ଏହା ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ହେବ। ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପୂର୍ବ ମ୍ୟାଚରୁ ତାଙ୍କ ପ୍ଲେଇଂ ଏକାଦଶରେ କୌଣସି ପରିବର୍ତ୍ତନ କରିନାହାଁନ୍ତି। ଦକ୍ଷିଣ ଆଫ୍ରିକା ତିନୋଟି ପରିବର୍ତ୍ତନ କରିଛି। ଟ୍ରିଷ୍ଟାନ ଷ୍ଟବ୍ସ, ଆନରିଚ୍ ନର୍ଟଜା ଏବଂ କେଶବ ମହାରାଜ ଖେଳୁଛନ୍ତି ନାହାନ୍ତିତାଙ୍କ ସ୍ଥାନରେ ରୀଜା ହେଣ୍ଡ୍ରିକ୍ସ, ଜର୍ଜ ଲିଣ୍ଡେ ଏବଂ ଅର୍ଟନିଲ୍ ବାର୍ଟମ୍ୟାନଙ୍କୁ ସାମିଲ କରାଯାଇଛି। ମ୍ୟାଚ୍ ପାଇଁ ଉଭୟ ଦଳ ଷ୍ଟାଡିୟମରେ ପହଞ୍ଚିଛନ୍ତି।

ଭାରତ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ଶୁଭମାନ ଗିଲ, ତିଲକ ଭର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଜିତେଶ ଶର୍ମା (ୱିକେଟ୍ କିପର), ଆକ୍ସର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମ୍ରା ଏବଂ ଅର୍ଶଦୀପ ସିଂ।

ଦକ୍ଷିଣ ଆଫ୍ରିକା: ଆଇଡେନ୍ ମାର୍କରାମ (ଅଧିନାୟକ), ରୀଜା ହେଣ୍ଡ୍ରିକ୍ସ, କ୍ୱିଣ୍ଟନ୍ ଡି କକ୍ (ୱିକେଟକିପର), ଡିୱାଲ୍ଡ ବ୍ରୁଇସ୍, ଡେଭିଡ୍ ମିଲର୍, ଡୋନୋଭାନ୍ ଫେରେରା, ଜର୍ଜ ଲିଣ୍ଡେ, ମାର୍କୋ ଜାନସେନ୍, ଲୁଥୋ ସିପାମଲା, ଲୁଙ୍ଗି ଏନଗିଡି ଏବଂ ଅର୍ଟନିଲ୍ ବାର୍ଟମ୍ୟାନ୍।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking