25.1 C
Bhubaneswar
Thursday, February 5, 2026
Homeଓଡିଶାଅନ୍ୱେଷା ଯୋଜନା: ବର୍ଷିଲେ କାଡାମ

ଅନ୍ୱେଷା ଯୋଜନା: ବର୍ଷିଲେ କାଡାମ

ଭୁୁବନେଶ୍ୱର: ଅନ୍ୱେଷା ଯୋଜନାକୁ ନେଇ କଂଗ୍ରେସର ମୁଲତବି ପ୍ରସ୍ତାବ । ଆଲୋଚନାରେ ଭାଗ ନେଇ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା । ଏସସିଏସଟି ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ  ସରକାର ଆଣିଥିଲେ ଅନ୍ୱେଷା ଯୋଜନା । ୨୦୨୫- ୨୬ ଆର୍ଥିକ ବର୍ଷରେ ଆଦିବାସୀ  ଛାତ୍ରଛାତ୍ରୀ ଧୋକା ଦିଆଯାଇଛି । ଅନ୍ୱେଷା ଖୋଲାଗଲାନି କି ଆଡମିଶନ  ହେଲାନାହିଁ  କହିଛନ୍ତି, କାଡାମ । ଆଦିବାସୀଙ୍କ ଦୁଃଖ ବୁଝୁ ନାହାନ୍ତି  ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ । ବିଧାନସଭା ଶୂନ୍ୟକାଳରେ କାଳରେ ଶାସକ- ବିରୋଧୀ ମୁହାଁମୁହିଁ । ବିରୋଧୀ ଦଳ ବିଧାୟକଙ୍କୁ କହିବାକୁ ସୁଯୋଗ ଦିଆଯାଉନଥିବା ଅଭିଯୋଗ ହେଛି । ବାଚସ୍ପତି ପାତରଅନ୍ତର କରି ବିଜେପି ବିଧାୟକଙ୍କୁ ଅଧିକ  ସମୟ ଦେଉଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ ଆଣିଲେ ବିଜେଡି ଓ କଂଗ୍ରେସ ବିଧାୟକ । କିଛି ସମୟ ଧରି ସ୍ୱାଭାବିକ ଚାଲିଥିଲା ପ୍ରଶ୍ନକାଳ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking