24.1 C
Bhubaneswar
Thursday, December 18, 2025
Homeଓଡିଶାସ୍କୁଲରେ ରାଗିଂ: ନବମ ଛାତ୍ରଙ୍କୁ ମାଡ

ସ୍କୁଲରେ ରାଗିଂ: ନବମ ଛାତ୍ରଙ୍କୁ ମାଡ

ନୀଳିଗିରି: ନବମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ବଣଭୁଁଇ ଆଶ୍ରମ ସ୍କୁଲରେ ରାଗିଂ ଅଭିଯୋଗ । ଦଶମ ଶ୍ରେଣୀ ଛାତ୍ର ମାଡ ମାରିଥିବା ଅଭିଯୋଗ । ସଫେଇ କାମ ପାଇଁ ମନା କରିବାରୁ ସଂଘବଦ୍ଧ ଆକ୍ରମଣ । ଅଭିଭାବକଙ୍କ ପାଖରେ ଫେରାଦ ପରେ ସ୍କୁଲରେ ଉତ୍ତେଜନା । ଘଟଣାକୁ ଖଣ୍ଡନ କଲେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking