24.4 C
Bhubaneswar
Tuesday, April 7, 2026
Homeଓଡିଶାନୂଆପଡାରେ ଆଜି ସ୍କୁଲ ଛୁଟି

ନୂଆପଡାରେ ଆଜି ସ୍କୁଲ ଛୁଟି

ନୂଆପଡା: ନୂଆପଡା ଜିଲ୍ଲାରେ ଆଜି ଦିନକ ପାଇଁ ସମସ୍ତ ସରକାରୀ ସ୍କୁଲ ଛୁଟି ହୋଇଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ।  ଅନ୍ୟପଟେ ମାଲକାନଗିରି ଜିଲ୍ଲାରେ ୨୮ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି ।  ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଛୁଟି ବାତିଲ କଲେ ଜିଲ୍ଲାପାଳ । ହେଡ କ୍ୱାର୍ଟର୍ସ ନ ଛାଡିବା ପାଇଁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପଳଙ୍କ ଅନୁମତି ବିନା ମୁଖ୍ୟାଳୟ ନଛାଡିବା ପାଇଁ ନିର୍ଦ୍ଦେଶନାମା ଦିଆଯାଇଛି । ନିର୍ଦ୍ଦେଶନାମାକୁ ଅବମାନନା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ଜିଲ୍ଲାପାଳ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking