31.7 C
Bhubaneswar
Wednesday, April 8, 2026
Homeଓଡିଶାସଂସଦୀୟ ଦଳ ନେତା ପଦରୁ ସସ୍ମିତଙ୍କ ଇସ୍ତଫା

ସଂସଦୀୟ ଦଳ ନେତା ପଦରୁ ସସ୍ମିତଙ୍କ ଇସ୍ତଫା

ଭୁବନେଶ୍ୱର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା । ବିଜେଡି ସଭାପତି ନବୀନଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର । ତେବେ କାହିଁକି ଇସ୍ତଫା ଦେଲେ ତାହାର କାରଣ ଅସ୍ପଷ୍ଟ ରହିଛି । ବଡ କଥା ହେଉଛି ଯିଏ ବିଜେଡି ସ୍ୱର ଥିଲେ , ଆଗ ଧାଡିର ନେତା ଥିଲେ ସେ ଆଜି ଇସ୍ତଫା ଦେଇଛନ୍ତି । ଯଦିଓ ସସ୍ମିତ ପାତ୍ରଙ୍କ ଇସ୍ତଫା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି, କିନ୍ତୁ ଏଯାଏଁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ । ଏବେ ବିଜେଡି ସଂସଦୀୟ କ୍ଷେତ୍ରେର ବଡ ଫାଟ ସୃଷ୍ଟି ହୋଇଛି ଯାହା ରାଜନୀତି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking