17.1 C
Bhubaneswar
Sunday, December 21, 2025
Homeଅପରାଧସରପଞ୍ଚଙ୍କ ସ୍ୱାମୀ ଓ ସମିତିସଭ୍ୟା ମୁଁହାମୁଁହି

ସରପଞ୍ଚଙ୍କ ସ୍ୱାମୀ ଓ ସମିତିସଭ୍ୟା ମୁଁହାମୁଁହି

ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଧାପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି ଅଭାବନୀୟ ଘଟଣା । ସରପଞ୍ଚଙ୍କ ସ୍ୱାମୀ ଓ ସମିତିସଭ୍ୟା ହାତାହାତି ହୋଇଥିବା ବେଳେ ଗୁରୁତର ହୋଇଥିବା ନେଇ ସୂଚନା ରହିଛି । ହାତାହାତି ଯୋଗୁଁ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଇଟାମାଟି ଥାନା ଶରଧାପୁର ପଞ୍ଚାୟତରେ ଘଟିଛି ଏମିତି ଘଟଣା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking