14.1 C
Bhubaneswar
Monday, January 12, 2026
Homeଓଡିଶାସାର_ବିବାଦ: ୬୨ ଡିଲରଙ୍କ ଲାଇସେନ୍ସ ବାତିଲ

ସାର_ବିବାଦ: ୬୨ ଡିଲରଙ୍କ ଲାଇସେନ୍ସ ବାତିଲ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସାର ଯୋଗାଣ ସ୍ଥିତି ତ୍ୱରାନ୍ୱିତ। ସାର ଯୋଗାଣ ସ୍ଥିତିର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ବିଭିନ୍ନ ଗ୍ରେଡର ୮.୪୬ ଲକ୍ଷ ମେଟ୍ରିକ ଟନ୍‌ ସାର ଚାଷୀଙ୍କୁ ବିକ୍ରୟ ସରିଛି। କଳାବଜାରୀ/ନକଲି ସାର ବିକ୍ରି ରୋକିବାକୁ ଏନଫୋର୍ସମେଣ୍ଟ ଟିମର ଚଢ଼ାଉ। ୧୨୦୨ ଖୁଚୁରା ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ୩୦ଟି ଦୋକାନରେ ବିକ୍ରୟ ବନ୍ଦ କରିବା ସହ ୬୨ ଡିଲରଙ୍କ ଲାଇସେନ୍ସ ବାତିଲ କରଯାଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking