ଭୁବନେଶ୍ୱର: ସଞ୍ଜୟ ଦାସ ବର୍ମାଙ୍କୁ ସିଧା ଟାର୍ଗେଟ କଲେ ଅମରେଶ ଜେନା । କହିଲେ ଦିନ ଥିଲା ସଞ୍ଜୟ ଦାସ ବର୍ମା ଡାକିଦେଲେ ୧୦ ହଜାର ଏକାଠି ହେଉଥିଲେ । ମାତ୍ର ତାଙ୍କର ସଂକୀଣ୍ଣ ମନୋଭାବ ପାଇଁ କର୍ମୀ ଦୂରେଇ ଗଲେ । ଅରୁଣ ସାହୁ, ପ୍ରତାପ ଦେବଙ୍କ ବାବଦରେ କିଛି କହିବିନି । ଅମରେଶଙ୍କ ଅଭିଯୋଗ ନେଇ ସଞ୍ଜୟ ଦାସବର୍ମାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।