27.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶ୮ ଦିନିଆ ସିବିଆଇ ରିମାଣ୍ଡରେ ସନ୍ଦୀପ ଘୋଷ

୮ ଦିନିଆ ସିବିଆଇ ରିମାଣ୍ଡରେ ସନ୍ଦୀପ ଘୋଷ

କୋଲକାତା : ୮ ଦିନିଆ ସିବିଆଇ ରିମାଣ୍ଡରେ ସନ୍ଦୀପ ଘୋଷ । କୋଲକାତା ଆର.ଜି କର ହସ୍ପିଟାଲରେ ଡାକ୍ତରୀ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଗତକାଲି ସନ୍ଦୀପ ଘୋଷକୁ ଗିରଫ କରିଥିଲା ସିବିଆଇ । ଆର୍ଥିକ ହେରଫେର ଏବଂ ଦୁର୍ନୀତି ମାମଲାରେ ସନ୍ଦୀବଙ୍କ ସମେତ ଆଉ ୩ ଜଣଙ୍କୁ ଗିରଫ କରିଥିଲା ସିବିଆଇ । ଗିରଫ ପରେ ସମସ୍ତଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା । ସେଠାରୁ ସମସ୍ତଙ୍କୁ ୮ ଦିନ ପାଇଁ ସିବିଆଇ ରିମାଣ୍ଡରେ ପଠାଇଛି କୋର୍ଟ । ୧୦ ତାରିଖରେ ପୁଣି କୋର୍ଟରେ ହାଜର ହେବେ । ଅଗଷ୍ଟ ୯ ରେ ହୋଇଥିବା ଲୋମହର୍ଷକାରୀ ଘଟଣାରେ ସାରା ଦେଶରେ ଆନ୍ଦୋଳନ ହୋଇଥିବାବେଳେ ଅଗଷ୍ଟ ୧୨ ତାରିଖରେ ପ୍ରିନ୍ସିପାଲ ପଦରୁ ଇସ୍ତଫା ଦେଇଥିଲେ ସନ୍ଦୀପ ଘୋଷ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking