ସମ୍ବଲପୁର: ଭିଜିଲାନ୍ସ ଜାଲରେ ସମ୍ବଲପୁର ବରିଷ୍ଠ ରାଜସ୍ୱ ସହାୟକ ବାସୁଦେବ ଭୋଇ । ବାସୁଦେବ ଭୋଇଙ୍କ ବାସଭବନରେ ରେଡ କରାଯାଉଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ରେଡ କରାଯାଇଛି । ବରଗଡ, ସମ୍ବଲପୁରରେ ଏକକାଳୀନ ଚଢାଉ ଚାଲିଛି । ଚଢାଉରେ ୨ ଡିଏସପି ଓ ୮ ଇନ୍ସପେକ୍ଟର ସାମିଲ ଅଛନ୍ତି ।










