17.1 C
Bhubaneswar
Sunday, December 7, 2025
Homeଓଡିଶାଆଇସିସି କମିଟି ନକଲେ ଦରମା ବନ୍ଦ: ପ୍ରଭାତୀ

ଆଇସିସି କମିଟି ନକଲେ ଦରମା ବନ୍ଦ: ପ୍ରଭାତୀ

ଭୁବନେଶ୍ୱର: ଆଇସିସି କମିଟି ନକଲେ କଲେଜ କର୍ତ୍ତୁପକ୍ଷଙ୍କ ଦରମା ବନ୍ଦ ହେବ । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।  ମାସେ ଭିତରେ ସବୁ କଲେଜରେ  ଆଇସିସି କମିଟି କରିବାକୁ ଟାର୍ଗେଟ ରଖାଯାଇଛି । ଯେଉଁମାନେ ଭୁଲ ଅଭିଯୋଗ କରୁଛନ୍ତି ସେମାନଙ୍କ ଉପରେ କାଯ୍ୟାନୁଷ୍ଠାନ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking