17.1 C
Bhubaneswar
Wednesday, December 10, 2025
Homeଓଡିଶାସୁଜଳା ଯୋଜନା ପାଇଁ ୭୩୨ କୋଟି ଖର୍ଚ୍ଚ

ସୁଜଳା ଯୋଜନା ପାଇଁ ୭୩୨ କୋଟି ଖର୍ଚ୍ଚ

ଭୁବନେଶ୍ୱର : ଆଜି ରାଜ୍ୟ ବଜେଟ ଅଧିବେଶନ । ବଜେଟ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କ ସରକାରର ଏହା  ଦ୍ୱିତୀୟ ବଜେଟ । ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଉପାସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ୧୧ ଶହ କୋଟି ବ୍ୟୟବରାଦ ହୋଇଛି । ସୁଜଳା ଯୋଜନା ପାଇଁ ୭୩୨ କୋଟି ଖର୍ଚ୍ଚ ହୋଇଛି । ସ୍ୱଚ୍ଛ ଭାରତ ମିଶନ ପାଇଁ ୬୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ସଡକ ଉନ୍ନତିକରଣ ପ୍ରକଳ୍ପ ପାଇଁ ୬ ହଜାର ୫୦୨ କୋଟି ବ୍ୟୟବରାଦ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking