ସଡକ ଉନ୍ନତିକରଣ ପ୍ରକଳ୍ପ ପାଇଁ ୬ ହଜାର ୫୦୨ କୋଟି ବ୍ୟୟବରାଦ

ଭୁବନେଶ୍ୱର : ଆଜି ରାଜ୍ୟ ବଜେଟ ଅଧିବେଶନ । ବଜେଟ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କ ସରକାରର ଏହା  ଦ୍ୱିତୀୟ ବଜେଟ । ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଉପାସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ପିଏମ ଗ୍ରାମ୍ୟ ସଡକ ଯୋଜନା ପାଇଁ  ୧୭ ଶହ କୋଟି ବ୍ୟୟବରାଦ । ସଡକ ଉନ୍ନତିକରଣ ପ୍ରକଳ୍ପ ୬ ହଜାର ୫୦୨ କୋଟି ବ୍ୟୟବରାଦ ହୋଇଛି । ସେତୁବନ୍ଧ ଯୋଜନା ପାଇଁ ୨ … Continue reading ସଡକ ଉନ୍ନତିକରଣ ପ୍ରକଳ୍ପ ପାଇଁ ୬ ହଜାର ୫୦୨ କୋଟି ବ୍ୟୟବରାଦ