19.1 C
Bhubaneswar
Monday, December 8, 2025
Homeଓଡିଶାସେପ୍ଟେମ୍ବର ୧୫ରୁ ଧାଡି ଦର୍ଶନ: ଆଇନ ମନ୍ତ୍ରୀ

ସେପ୍ଟେମ୍ବର ୧୫ରୁ ଧାଡି ଦର୍ଶନ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ସେପ୍ଟେମ୍ବର ୧୫ ତାରିଖରୁ ଆରମ୍ଭ ହେବ ଧାଡି ଦର୍ଶନ । ଏନେଇ ସୂଚନା ଦେଲେ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି, ଏହା ଦ୍ୱାରା ଭିଡ ନିୟନ୍ତ୍ରଣ ହୋଇପାରିବ, ଶ୍ରଦ୍ଧାଳୁଙ୍କ ପାଇଁ ସୁଗମ ହେବ । ଧାଡି ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ସଂପୂଣ୍ଣ ପ୍ରସ୍ତୁତ ଅଛି । ୩ରୁ ୪ ଦିନ ଭିତରେ ପରିଚାଳନା କମିଟି ଗଠନ ହେବ । ପ୍ରଥମ ବୈଠକରେ ହୁଣ୍ଡି ସିଫ୍ଟ ପରେ ଧାଡି ଦର୍ଶନ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking